ମଣିନାଗେଶ୍ଵର ମନ୍ଦିରକୁ ଭାଙ୍ଗି ନାଗମଣୀକୁ ହାସଲ୍ କରିବା ଉଦେଶ୍ୟରେ ଅମରେନ୍ଦ୍ର.. ହେଲେ ତା ରାସ୍ତାରେ ବାଧା ସାଜିଛନ୍ତି ଇଚ୍ଛାଧାରୀ ନାଗ ଆଉ ନାଗୁଣୀ.. କ’ଣ ଅମରେନ୍ଦ୍ରର ସ୍ୱାର୍ଥକୁ ଅଟକେଇବାରେ ସଫଳ ହେବେ ଇଶ୍ଵରୀ ଓ ନାଗେଶ୍ଵର..?