ସଂପୂର୍ଣ୍ଣା ଅଂଶ ହାତରେ ରକ୍ଷା କବଚ ଦେଇ ତାକୁ ବିବାହ ପାଇଁ ମନେଇବାକୁ ଚେଷ୍ଟା କରେ ହେଲେ ଅଂଶ ମାନେନି.. ସେପଟେ ଇଶାନୀ ସହିତ ଭିକିର ଦେଖା ସାକ୍ଷାତ ହୁଏ ଇଶାନୀର ବ୍ୟବହାର ଦେଖି ଭିକି ତାକୁ ପସନ୍ଦ କରିଯାଏ..