ନିଜ ସ୍ୱାର୍ଥକୁ ପୁରା କରିବା ପାଇଁ ଅମରେନ୍ଦ୍ର ନେଲା ଇଚ୍ଛାଧାରୀ ନାଗର ଜୀବନ.. ନିଜ ପ୍ରେମକୁ ଫେରେଇ ଆଣିବା ପାଇଁ ଇଶ୍ଵରୀ କରୁଛି ପ୍ରାର୍ଥନା.. କ’ଣ ଇଶ୍ଵରୀର ପ୍ରାର୍ଥନାକୁ ସ୍ୱୀକାର କରିବେ ମହାଦେବ.. ?