Mayabini
10 Views
Dec 31 1969
00:23:04
5

ଇଶାନୀ ଉପରେ ବିପଦ ଥାଏ ହେଲେ ଶିବଙ୍କ ଆଶୀର୍ବାଦରେ ଇଶାନୀ ବଞ୍ଚିଯାଏ.. ସେପଟେ ଅଂଶ ଭିକି କୁ କଥା ଦିଏ ତା ମନ ପସନ୍ଦର ଝିଅ ସହିତ ତା ବାହାଘର କରେଇବ.. ଏ ନିଷ୍ପତ୍ତି କି ମୋଡ ଆଣିବ ଅଂଶ ଓ ଇଶାନୀ ଜୀବନରେ.. ?
Share