ଇଶାନୀ କୁଅ ଭିତରକୁ ପଡିଯାଏ.. ପ୍ରଭୁ ଭୋଳାନାଥଙ୍କ ପାଇଁ ସେ ରକ୍ଷା ପାଇଯାଏ ପରେ ଅଂଶ ସହିତ ଦେଖା ହୁଏ ଇଶାନୀର.. ଇଶାନୀର କଥା ଶୁଣି ଅଂଶ ତାର ମଜା ଉଡାଏ.. କ’ଣ ଇଶାନୀ ଭଗବାନଙ୍କ ପ୍ରତି ଅଂଶ ମନରେ ବିଶ୍ଵାସ ଆଣିପାରିବ.. ?