ସର୍ପଦୋଷ ସହିତ ଅଂଶ ଲଢିକି ନିଜକୁ ରକ୍ଷା କରେ.. ସେପଟେ ଇଶାନୀ ସହିତ ଅଂଶର ଦେଖା ହୁଏ.. ହେଲେ କ’ଣ ଇଶାନୀ ଓ ଅଂଶ ଜାଣିପାରିବେ ସେମାନଙ୍କ ଭାଗ୍ୟ ତାଙ୍କୁ କେଉଁ ବନ୍ଧନରେ ଯୋଡିବାକୁ ଚାହୁଁଛି..?