ଇଶାନୀ ମଥାରେ ସିନ୍ଦୂର ଦେଖିକି ସୁନନ୍ଦା ବ୍ୟସ୍ତ ହେଇପଡେ ହେଲେ ଭୈରବ କହେ ଏ ସିନ୍ଦୂର ମହାଦେବଙ୍କ ଇଛାରେ ଲାଗିଛି.. ସେପଟେ ଭିକି ଓ ସାରା ଭିତରେ ଇଶାନୀକୁ ନେଇ ଚ୍ୟାଲେଞ୍ଜ୍ ହୁଏ.. ଏବେ ଏ ଚ୍ୟାଲେଞ୍ଜ୍ ରେ କିଏ ଜିତିବ.. ?