କାଳାଶୂର ଇଶାନୀର ଚେହେରା ଦେଖିବାକୁ ଚାହେଁ କିନ୍ତୁ ଭଗବାନଙ୍କ ଶକ୍ତି ଆଗରେ ସେ ହାରିଯାଏ.. ସେପଟେ ଅଂଶ ପାଇଁ ଗୋଟେ ରକ୍ଷା କବଚ ଦିଅନ୍ତି ପୂଜାରୀ.. କ’ଣ ସେ ରକ୍ଷା କବଚ ସୁରକ୍ଷା ଦେଇପାରିବ ଅଂଶକୁ.. ?