ଇଶାନୀ ମନରେ ଭୋଳାନାଥଙ୍କ ପାଇଁ ଏତେ ଶ୍ରଦ୍ଧା ଦେଖିକି ସୁନନ୍ଦା ରାଗିଯାଏ ଏବଂ ତାକୁ ମନ୍ଦିରରୁ ନେଇଯାଏ ସେପଟେ ଅଂଶର ଜନ୍ମଦିନ ପାଇଁ ପୁରା ପରିବାର ଏକାଠି ହୁଅନ୍ତି.. ପରିବାରର ଏ ମିଳିନ କି ମୋଡ ଆଣିବ କାହାଣୀରେ.. ?