ଇଶାନୀର ଚେହେରା ଦେଖିବା ପାଇଁ କାଳାଶୂର ନିଜ ଶକ୍ତିର ବ୍ୟବହାର କରେ ହେଲେ ଶିବଙ୍କ ଆଶୀର୍ବାଦ ପାଇଁ ଇଶାନୀର ଚେହେରା ସେ ଦେଖିପାରେ ନାହିଁ ପରେ ଅଂଶ ଇଶାନୀ ପାଖରେ ପହଞ୍ଚିଯାଏ.. କାଳାଶୂର କ’ଣ ତା ଉଦେଶ୍ୟରେ ସଫଳ ହେବ.. ?