Trilochani Gouri
20 Views
Dec 31 1969
00:22:24
5

ମା ତାରିଣୀ ଗୌରୀ କୁ କୁହନ୍ତି ତୁ ମରି ପାରିବୁନି କାରଣ ତୁ ଏବେ ପୂର୍ଣ୍ଣ ଜୀବନ ପାଇବୁ ଆଉ ଏବେ ଠାରୁ ତୁ ତ୍ରିଲୋଚନି ର ଜୀବନ ବଞ୍ଚିବୁ। ଗୌରୀ ମନ୍ଦିର ରେ ଦୀପ କୁ ଛୁଇଁଲା ମାତ୍ରେ ଦୀପ ଆପେ ଆପେ ଜଳି ଉଠେ ଯୋଉଟା ପୂଜାରୀ ଦେଖି ମା ତୁ କିଏ ବୋଲି ଗୌରୀ କୁ ପ୍ରଶ୍ନ କରେ।
Share