ତ୍ରିଲୋଚନି ସେ ଗରିବ ଛୁଆ କୁ ବିଭୁତି ନ ଦେଇ ପାରିବାରୁ ବହୁତ୍ ମନ ଦୁଃଖ କରେ। ତ୍ରିଲୋଚନି ସେ ଛୁଆ କୁ ଦେଖା କରିବାକୁ ପଛ ଦରଜା ବାଟେ ଗଲାବେଳେ ଅରୁନ୍ଧତୀ ଦେଖିଦିଏ ଆଉ କୁଆଡେ ଯାଉଛୁ ବୋଲି ପ୍ରଶ୍ନ କରେ।