ତ୍ରିଲୋଚନି ରାସ ପୂର୍ଣ୍ଣିମା ଉତ୍ସବ ପାଇଁ ପୁରା ପରିବାର ସହ ମନ୍ଦିର କୁ ଆସିବାର ଦେଖି ବିକ୍ରମ ବଣ୍ଟି ସହ ମିଶିକି ପ୍ଲାନ୍ କରେ କେମିତି ସେ ଉତ୍ସବ କୁ ରୋକିବ।