ତ୍ରିଲୋଚନି ଗୋଟେ ଗରିବ କୁ ବିଭୂତି ନଦେଇ ପାରିବାରୁ ସେ ହଠାତ୍ ତା ଆସ୍ଥାନ ଛାଡିକି ଭିତରକୁ ଚାଲିଯାଏ ଯୋଉଟା ଦେଖିକି ସମସ୍ତେ ଆଶ୍ଚର୍ଯ୍ୟ ହେଇଯାଆନ୍ତି। ଶାନ୍ତି ତ୍ରିଲୋଚନି କୁ ଖାଇବା ଦବାର ଦେଖି ଅରୁନ୍ଧତୀ ଆସି ତ୍ରିଲୋଚନି ର ଉପାସ ଅଛି ସେ ଖାଇବନି କହିବାରୁ ତ୍ରିଲୋଚନି ନ ଖାଇ ଭିତରକୁ ଚାଲିଯାଏ।