Trilochani Gouri
10 Views
Dec 31 1969
00:22:36
5

ଶାନ୍ତି ତ୍ରିଲୋଚନି କୁ କୁହେ ନିଆ ଲାଗିବା ପଛରେ ବିକ୍ରମ ର ହାତ ଅଛି ବୋଲି ତାକୁ ପୁରା ସନ୍ଦେହ ହେଉଛି। ଶଙ୍କର ଜାଣିବାକୁ ପାଏ ପର୍ଶୁରାମ ନିଜକୁ ଡକ୍ଟର କହିକି ଗାଆଁ ଲୋକଙ୍କୁ ଠକୁଚି| ଅରୁନ୍ଧତୀ ତ୍ରିଲୋଚନି ର ଭବିଷ୍ୟ ବାଣୀ ବଳରେ ଭଲ ରୋଜଗାର କରିବାକୁ ପ୍ଲାନ୍ କରେ।
Share