ଶାନ୍ତି ତ୍ରିଲୋଚନି କୁ କାହିଁକି ଏଇ ଘରେ ପଡ଼ି ରହିଛ ବୋଲି ପ୍ରଶ୍ନ କରେ। ବିକ୍ରମ ଗାଆଁ ଲୋକ ଙ୍କ ଆଗରେ କୁହେ ତ୍ରିଲୋଚନି ର ମିଛ ଅଭିଯୋଗ ପାଇଁ ଆଜି ତାକୁ ଗାଆଁ ଲୋକ ମାନେ ଦୋଷୀ ବୋଲି ମାନୁଛନ୍ତି।