Trilochani Gouri
11 Views
Dec 31 1969
00:23:19
5

ଗୌରୀ ଗୋଟେ ମଲା ଛୁଆ ର ଦେହରେ ପ୍ରାଣ ପୁରେଇ ଦବାର ଦେଖି ଗାଆଁ ଲୋକ ମାନେ ତାକୁ ସାକ୍ଷାତ ଦେବୀ ବୋଲି ମାନି ନିଅନ୍ତି। ବୁଢ଼ୀ ରୂପରେ ମା ତାରିଣୀ ଆସି ଗୌରୀ କୁ ଦୀନବନ୍ଧୁ ର ଘର ଦେଖାଏ। ଗୌରୀ ଦୀନବନ୍ଧୁ ର ପାଦ ଛୁଇଁଲା ମାତ୍ରେ ଦୀନବନ୍ଧୁ ଶରୀରରେ ଜୀବନ ଫେରି ଆସେ ଯୋଉଟା ସମସ୍ତେ ଦେଖିକି ଆଶ୍ଚର୍ଯ୍ୟ ହୁଅନ୍ତି।
Share