Bhagya Hate Dori
12 Views
Dec 31 1969
00:29:37
5

ଜୀବନ ଏକ ସଂଘର୍ଷ,ସେଇ ସଂଘର୍ଷରେ କିଏ କେବେ ହାରେ କିଏ ଜିତେ | କାହା ଭାଗ୍ୟରେ କଣ ଲେଖା ଯାଇଛି ତାହା କେବଳ ସେ ଭଗବାନଙ୍କୁ ଜଣା | ଜୀବନର ଏଇ ସଂଘର୍ଷ ଖେଳରେ ଭାଗ୍ୟର ଏଇ ଡୋରିରେ ବନ୍ଧା ହୋଇଛି ଆର୍ୟନ ଓ ସୁହାନିର ଜୀବନ | ଏ ଭାଗ୍ୟ ଏବେ କେଉଁ ମୋଡ ନେଇ ଆସିବ ଦୁହିଁଙ୍କ ଜୀବନରେ?
Share