Bhagya Hate Dori
12 Views
Dec 31 1969
00:22:43
5

ମା ଦୁର୍ଗାଙ୍କ ଦର୍ଶନ ପାଇଁ ସୁହାନି ଓ ବବଲୀ ସଖାଳୁ ସଖାଳୁ ପୂଜା ମଣ୍ଡପକୁ ଯାନ୍ତି, ଓ ଦୁର୍ଗା ମା’ ଙ୍କୁ ଶୃଙ୍ଗାର କରନ୍ତି | ଆଳତି ସମୟ ପାଖେଇ ଆସୁଥିବାରୁ ଆଳତି ପାଇଁ ସାଜ ସଜା କରେ ସୁହାନି | ପରେ ସେ ଯେତେବେଳେ ଜାଣିବାକୁ ପାଏ ଆର୍ୟନ ଓ ତା ପରିବାର ବି ଆସୁଛନ୍ତି ସେ ବହୁତ ରାଗିଯାଏ | ପଟ୍ଟନାୟକ ପରିବାର ଆସି ପହଁଞ୍ଚିଯାନ୍ତି | ସୁହାନି ଆଳତି ଆରମ୍ଭ କରେ |
Share