ଆର୍ଯ୍ୟାନ୍ ସୋନା କୁ ଏକୁଟିଆ ଜାଗାକୁ ନେଇଯାଇ ବିବାହ କରିବାକୁ ପ୍ରସ୍ତାବ ଦିଏ।। ସୋନା ବି ରାଜି ହେଇଯାଏ ।। ଦେଖାଯାଏ ସୁହାନି କିଛି ଖୋଜୁ ଖୋଜୁ ଆର୍ଯ୍ୟାନ୍ ର ଲକେଟ୍ କୁ ପାଏ