ମା’ଦୁର୍ଗା ସାମ୍ନାରେ ସୁହାନି ନାଚୁଥିବା ବେଳେ ତା ଉପରେ ଲକ୍ଷ୍ୟ ରଖେ ବାବୁ | ଶ୍ଵତାମ୍ବରୀ ଓ ମଧୁ ଲକେଟ ଉପରେ ନଜର ରଖିଥାନ୍ତି କିନ୍ତୁ ଠିକ ସମୟରେ ଲକେଟ ତାଙ୍କୁ ମିଳେ ନାହିଁ | ସୁହାନି ବବଲୀ କୁ ପାଟି କରେ ଲକେଟ ନେଇ ଆସିଥିବାରୁ | ସେଇ ସୁଯୋଗ ର ଫାଇଦା ଉଠାଇ ରୁମ ଭିତରେ ପଶିଯାଏ ଓ କବାଟ ବନ୍ଦ କରିଦିଏ |