Bhagya Hate Dori
13 Views
Dec 31 1969
00:22:53
5

ନିତା ମୁକେଶ କୁ ଗାଳି କରେ ତା ଭଉଣୀ ପଛରେ ପଇସା ଖର୍ଚ୍ଚ କରିଥିବାରୁ | ମୁକେଶ ର ଅନୁପସ୍ଥିତିରେ ସୁହାନିର ପ୍ରସ୍ତାବ ବାବୁ ସାଙ୍ଗରେ ଠିକ କରିବାକୁ ଚେଷ୍ଟା କରେ ନିତା କିନ୍ତୁ ଠିକ ସମୟରେ ସୁହାନି ମା ଆସି ଏ ପ୍ରସ୍ତାବକୁ ରୋକେ |ନିତା ବୋହୁ ଜୋରେ ରାଗିଯାଏ କାରଣ ତା କଥା ରହି ନଥିବାରୁ |ନିତା ରାଗିଯାଇ ଗ୍ଲାସ ଭାଙ୍ଗି ଦିଏ ଓ ମୁକେଶ ଗୋଡ଼ରେ କାଚ ପଶିଯାଏ |
Share