ନିଜ ପରିବାର ପାଇଁ ମା ଦୁର୍ଗାଙ୍କ ପାଖରେ ପ୍ରାଥନା କରେ ସୁହାନି | ବିଜୟ ଦଶମିରେ ସମସ୍ତେ ସିନ୍ଦୂର ଖେଳ ପାଇଁ ଦୁର୍ଗା ମା’ଙ୍କ ପାଖକୁ ଯାନ୍ତି | ସିନ୍ଦୂର ଖେଳରେ ଆର୍ୟନ ଓ ତା ପରିବାରବି ସିନ୍ଦୂର ଖେଳ ରେ ସାମିଲ ହୁଅନ୍ତି |