ବାବୁ ସୁହାନି ସାଙ୍ଗରେ ଜବରଦସ୍ତୀ କରିବାକୁ ଚେଷ୍ଟା କରେ | ଠିକ ସମୟରେ ଆର୍ୟନ ଓ ବବଲୀ ପହଁଚିଯାନ୍ତି ଓ ସୁହାନିକୁ ତା କବଳରୁ ରକ୍ଷା କରନ୍ତି | ଆର୍ୟନ ବାବୁ ଉପରେ ଖୁବ ଜୋରେ ରାଗି ତାକୁ ମାରିବାକୁ ଲାଗେ | ବାବୁ ଖସି ପଳାଇ ଯିବାକୁ ଚେଷ୍ଟା କରେ ଆର୍ୟନ ତା ପଛରେ ଦୌଡ଼ିବାକୁ ଲାଗେ ସୁହାନି ଆର୍ୟନକୁ ରୋକିବା ପାଇଁ ଚେଷ୍ଟା କରେ କିନ୍ତୁ ରୋକି ପାରେ ନାହିଁ |