ଆର୍ୟନ ମନପସନ୍ଦ ଖାଇବା ବନାଇବାକୁ ମୁକେଶକୁ କୁହେ ମଧୁ | ନିତା ସୁହାନିର ବାହାଘର ପ୍ରସ୍ତାବ ନେଇ ବାବୁ ଘରକୁ ଯାଏ | ବାବୁ ସୁହାନିକୁ ଦେଖି ତା ପିଛା କରେ ତାକୁ ଦେଖି ସେ ଦୌଡିବାକୁ ଲାଗେ ଓ ଆର୍ୟନ ଗାଡିରେ ଯାଇ ଧକା ହୁଏ | ଆର୍ୟନ ଏହା ଦେଖି ଆଶ୍ଚର୍ଯ୍ୟ ହୁଏ | ସୁହାନି ତା ଭାଇ ମୁକେଶକୁ ସବୁ କହିବାକୁ ଭାବେ କିନ୍ତୁ ତା ଭାଇ ଆଣିଥିବା କପୋତ ଦେଖି ଖୁସି ହୋଇ ସୁବୁ ଭୁଲିଯାଏ |