ସୁହାନି ବବଲୀକୁ ସ୍କୁଲ ଛାଡିବାକୁ ଯାଏ, ବବଲୀ ସେ ଲକେଟ ବିଷୟରେ ସୁହାନିକୁ ପଚାରେ ସେ ତା ବିଷୟରେ ବବଲୀକୁ ସବୁ କୁହେ ସେ ବହୁ ବର୍ଷ ତଳେ ଏ ଲକେଟ ପାଇଥିଲା | ଅନ୍ୟପରେ ଆର୍ୟନ ବିଦେଶରୁ ସବୁ କାମ ସାରି ଘରକୁ ଫେରେ | ତାକୁ ଦେଖି ତା ମା ଓ ପୁରା ପରିବାର ଖୁସି ହୁଅନ୍ତି |