ସୁହାନି ରାଗିଯାଇ ଘରକୁ ବାହାରେ | ଘରେ ପହଁଞ୍ଚି ତା ମନଦୁଃଖ ଦେଖି ତା ଭାଇ ତା ପାଇଁ ଚିନ୍ତିତ ହୋଇଯାଏ | ସେ ଆର୍ୟନ ଉପରେ ବହୁତ ରାଗି ଯାଇଥାଏ |ଆର୍ୟନ ସୋନାକୁ ଦେଖା କରିବାକୁ ଯାଏ |