ବାବୁର ପିଛା କରିବା ସମୟରେ ଆର୍ୟନ କୁ କିଛି ପୁରୁଣା ସ୍ମୃତି ମନେପଡେ, ଓ ତା ମୁଣ୍ଡ କଣ ହୁଏ, ସେଇ ସମୟର ଫାଇଦା ଉଠାଇ ଆର୍ୟନକୁ ବ୍ରିଜ ତଳକୁ ପକାଇ ଦିଏ ବାବୁ | ସୁହାନି ଆର୍ୟନକୁ ବଞ୍ଚାଇବା ପାଇଁ ଚେଷ୍ଟା କରେ କିନ୍ତୁ ସେ ପାଣୀ ଭିତରେ ପଡ଼ିଯାଏ | ସୁହାନି ତାକୁ ରକ୍ଷା କରେ |