ସୁହାନି ଉପରେ ପ୍ରତିଶୋଧ ନେବାପାଇଁ, ବାବୁ, ନିତା ମିଶି ଯୋଜନା କରି ଅସଫଳ ହୁଅନ୍ତି, ଆର୍ଯ୍ୟାନ୍ ବସି କିଛି ପୁରୁଣା କଥାକୁ ଭାବେ ଆଉ ତାକୁ ଲାଗେ, ସୁହାନି ସହ କିଛି ସଂଯୋଗ ଅଛି