ସୋନା ର ବାହାଘର ପାଇଁ ପୁରା ପ୍ରସ୍ତୁତି ଚାଲିଛି।। ସୀମା ଆସି ଆର୍ଯ୍ୟାନ୍ କୁ ବୁଝାଏ କି ସେ ସୋନା କୁ ଛାଡ଼ିଦେବା ଠିକ୍ ନୁହେଁ।। ଆର୍ଯ୍ୟାନ୍ ନିଜେ ବୁଝି ପରେନି ସେ କଣ କରିବ