Bhagya Hate Dori
12 Views
Dec 31 1969
00:23:06
5

ସୁହାନି ହାତରେ ମେହେନ୍ଦି ଲାଗିଯାଇଛି, ସମସ୍ତେ ସୁହାନି କୁ ପଚାରନ୍ତି ଏ ମେହେନ୍ଦି କେମିତି ଲାଗିଲା, ସୁହାନି ଡରିଯାଇ କିନ୍ତୁ ସୋନା ପରିସ୍ଥିତିକୁ ସମ୍ଭାଳି ନିଏ।। ଆର୍ଯ୍ୟାନ୍ ହାତରେ ମେହେନ୍ଦି ଲଗେଇବା ପାଇଁ ସୁହାନି ଆର୍ଯ୍ୟାନ୍ ହାତକୁ ଧରି ସୋନା ର ନା ଲେଖେ।।
Share