Bhagya Hate Dori
12 Views
Dec 31 1969
00:23:01
5

ସୋନା ଆଉ ଆର୍ଯ୍ୟାନ ବାହାଘର ପାଇଁ ଘରେ ସମସ୍ତେ ଖୁସି, ସୁହାନି ଖୁସିରେ ସମସ୍ତଙ୍କୁ ମିଠା ଖୁଆଏ।। ହେଲେ ଆର୍ଯ୍ୟାନ୍ ମନରେ ସେ ଦୁର୍ଘଟଣା ର ଦୃଶ୍ୟ ଚାଲୁଥାଏ।। କିଏ ତାକୁ ବଞ୍ଚେଇଲା ସେ ବିଷୟରେ ସେ ଭାବୁଥାଏ
Share