ଆର୍ୟନ ସୋନାକୁ କୁହେ ତା ମା ଚାହୁଁଛନ୍ତି ତାଙ୍କ ଦୁହିଁଙ୍କ ବାହାଘର ହୋଇ ଯିବା ପାଇଁ | ମୁକେଶର ଗୋଡ଼ ଖରାପ ଥିବାରୁ ସୁହାନି ଓ ତା ମା ପଟ୍ଟନାୟକ ଘରକୁ ଯାଆନ୍ତି | ସୁହାନି ରୋଷଇ ସାରି ବଗିଚାକୁ ଗଲା ବେଳେ ସେ ଦେଖେ ଆର୍ୟନ ମାଟି ଖୋଳା ଫାଉଡ଼ା ଆଡକୁ ବଢ଼ିବାକୁ ଲାଗିଛି, ଆର୍ୟନକୁ ଆଘାତ ଲାଗିବାରୁ ବଞ୍ଚାଏ ସୁହାନି କିନ୍ତୁ ନିଜକୁ ଆଘାତ ଲାଗିଯାଏ |