ବବଲୀ ଲକେଟ ଦେଖୁଥିବା ସମୟରେ ତା ହାତରୁ ଲକେଟ ଖସିଯାଏ ଆର୍ୟନ ଡ୍ରେସ ରେ ଲାଗିଯାଏ | ପରେ ସୋନା ଲକେଟ କୁ ଆଣି ସୁହାନିକୁ ଦିଏ |ସୋନା ସୁହାନିକୁ ଲକେଟ ବିଷୟରେ ପଚାରେ | ସେ ତାକୁ ସବୁ ସତ କୁହେ ଓ ମା’ଙ୍କ ପାଖରେ ପ୍ରାଥନା କରେ ସୁହାନି ଯାହାର ଏ ଲକେଟ ତା ପାଖରେ ପହଞ୍ଚେଇ ଦେବାକୁ | ମଧୁ ଓ ଶ୍ଵତାମ୍ବରୀ ମା’ଙ୍କ ପାଦ ତଳେ ଲକେଟକୁ ଦେଖନ୍ତି |