ଆର୍ଯ୍ୟାନ୍ ରାଗରେ ସୁହାନି କୁ ଗାଳି କରେ, ପୁଣି ଭୁଲ୍ ରେ ଗାଳି ଦେଇଥିବାରୁ କ୍ଷମା ମାଗେ।। ଏପଟେ ହାଜତରେ ଥିବା ବାବୁ କୁ ଶକ୍ତି କିଛି ମନ୍ଦ ଉଦେଶ୍ୟ ପାଇଁ ବାହାର କରିଆଣେ