Bhagya Hate Dori
12 Views
Dec 31 1969
00:21:47
5

ଆର୍ୟନ ଠାରୁ ସବୁ ଘଟଣା ବିଷୟରେ ଶୁଣନ୍ତି ପୁରା ପରିବାର, ମଧୁ ଏହା ଶୁଣି ତା ପୁଅ ପାଇଁ ଚିନ୍ତାରେ ପଡିଯାଏ | ଆର୍ୟନ କୁ ବଞ୍ଚାଇଥିବା ଝିଅ ବିଷୟରେ ଜାଣିବାକୁ ଚେଷ୍ଟା କରେ ମଧୁ | ଅନ୍ୟପଟେ ସୁହାନି ଡେରିରେ ଫରିଥିବାରୁ ରାଗନ୍ତି ତା ଭାଇ ଓ ତା ମା ସେ ତାଙ୍କୁ ପୁରା ସତ କୁହେ ନାହିଁ, ଖାଲି କୁହେ ବାଟରେ ଆସୁଥିବା ବେଳେ ଜଣେ ଲୋକକୁ ସାହାଯ୍ୟ କରୁ କରୁ ଆସିବାରେ ଡେରି ହୋଇଗଲା |
Share