Bhagya Hate Dori
12 Views
Dec 31 1969
00:22:46
5

ସୁହାନି ଆର୍ୟନ କୁ ରକ୍ଷା କରୁ କରୁ ନିଜେ ତଳେ ପଡି ଯାଇଥାଏ, ଆର୍ୟନ ଏହାକୁ ଅଣଦେଖା କରି ପଳାଇଯାଏ | ସେ ସମସ୍ତଙ୍କ ପାଇଁ ଖାଇବା ଆଣିବା ସମୟରେ ଖାଇବା ରେ ଚୁଟି ପଡି ଯାଇଥାଏ ଆର୍ୟନ ଏହା ଦେଖି ରାଗିଯାଏ ଓ ତାକୁ ଗାଳି କରେ | ସୁହାନି ଆର୍ୟନ ର ଗାଳି ଶୁଣି ମନଦୁଃଖ କରେ |
Share