ଏ କାହାଣୀ, ପରିବାରର ଗୋଟେ ଘରଣୀର କାହାଣୀ ।। ଜଣେ ସାଧାରଣ ଗୃହିଣୀ ଚେଷ୍ଟା କରି ଚାଲିଛି ଜଣେ ଭଲ ସ୍ତ୍ରୀ, ଭଲ ବୋହୂ, ଭଲ ମା ଟିଏ ହୋଇ, ପରିବାରର ସମସ୍ତଙ୍କ ମନ ଜିଣିବାକୁ ।। ହେଲେ ପରିବାରର ସଦସ୍ୟ ମାନେ ପ୍ରତିଟି କଥା ରେ ନଥା ବାହାର କରି ତାକୁ ଲାଞ୍ଛନା ଦେଇ ଚାଲିଛନ୍ତି।। କିନ୍ତୁ ଆଶା ହାରି ନାହିଁ, ଏତେ କଷ୍ଟ ଭିତରେ ବି ମୁହଁରେ ଟିକେ ହସ ରଖି ଚେଷ୍ଟା କରି ଚାଲିଛି ସମସ୍ତଙ୍କ ମନ ଜିଣିବାକୁ।।