Asha
59 Views
Dec 31 1969
00:22:15
5

ଅନନ୍ୟାକୁ ପ୍ରକାଶ ଚାରିଆଡ଼େ ଖୋଜୁଛି, ହେଲେ କଉଠି ପାଉନାହିଁ, ସେପଟେ ଜଣେ ଅଜଣା ପିଲା ସହ ଅନେକ ସମୟ ଧରି ଅନନ୍ୟାର ଯୁକ୍ତି ତର୍କ ଲାଗିରହିଛି ।। ଶେଷରେ ଅନନ୍ୟା ଆଉ କିଛି ଉପାୟ ନପାଇ ସେ ପିଲା ସହ ନିଜ ମା ପାଖକୁ ଯିବାକୁ ରାଜି ହଉଛି
Share