ଶୀଲା ର ଚିକିତ୍ସା ପାଇଁ ଦିପିକା ଓ ଅଜୁ, ଡାକ୍ଟର ନେଇ ପହଞ୍ଚନ୍ତି। ହେଲେ ପ୍ରକାଶ ବାଧା ଦିଏ। ଶେଷରେ ଆଶା ସମ୍ମତି ଦିଏ ଓ ଚେକ୍ ଅପ୍ ପରେ ଜଦି ଶୀଲା ସତରେ ଅସୁସ୍ଥ ଅଛି ଜଣାପଡେ ,ତେବେ ଆଶା ତାକୁ ପାଖରେ ରଖିବ ବୋଲି ସମସ୍ତଙ୍କ ଆଗରେ କହେ।