Asha
53 Views
Dec 31 1969
00:21:58
5

ଅନନ୍ୟା ସମସ୍ତଙ୍କୁ ଜଣାଏ କି ସେ ଆଉ ବାହାରକୁ ପଢିବାକୁ ନଯାଇ ଘରେ ରହି ପଢ଼ିବ।ଏକଥା ରେ ଆଶା ମନଦୁଃଖ କରେ।ଆଶା କୁ ଅନନ୍ୟା ବୁଝାଏ ତାର ଭଲ ପାଇଁ ସେ ଏମିତି decission ନେଇଛି।ଏପଟେ ଲାଲୀ ବ୍ୟବହାର ସୁରମା କୁ ବହୁତ କଷ୍ଟ ଦିଏ।ପ୍ରକାଶ ରାତିରେ ଆଶା ଆଶା ବୋଲି ବାଉଳି ହୁଏ ଆଉ ଆଶା ଏହା ଶୁଣି ଖୁସି ରେ ତାକୁ ଆଉଁସି ଦିଏ।
Share