Asha
39 Views
Dec 31 1969
00:22:06
5

ଅଙ୍କିତା ସମସ୍ତଙ୍କୁ ଆସି କହେ ସେ ତା ବାପା ଙ୍କ ପାଖାକୁ ଚାଲିଯିବ।ଘରେ ସମସ୍ତେ ମନା କରିବା ସତ୍ତ୍ୱେ ସେ ଘରଛାଡି ସିଲା ଘରକୁ ଚାଲିଯାଏ।ଆଉ ଶିଲା କୁ ଅନୁରୋଧ କରେ ତା ମା ହେଇ ତା ସ୍କୁଲ fest କୁ ଯିବା ପାଇଁ। ଏପଟେ ସାବିତ୍ରୀ ପୂଜା ର ଆୟୋଜନ ସୁରମା ଆଶା କୁ ନ ଡାକି ନିଜେ ନିଜେ କରେ। ବିନୋଦିନି ଆଉ ସୁରମା ମିଶି ଆଶା କୁ କଡା କଥା ଶୁଣାନ୍ତି। ସବୁ ପରେ ଆଶା କହେ ପ୍ରକାଶ ଫେରିବେ ଆଉ ସେ ବ୍ରତ କରିବ ।
Share