ସପରିବାର ମିଶି ଘଟ ପୂଜା କରନ୍ତି। ପୂଜାରେ ଆଶା, ସୁରମା କୁ ଘରର ସାନ ବୋହୁ ହିସାବ ରେ ସମ୍ମାନ ଦେଉଥିବା ଦେଖି, ଦିଲ୍ଲୀପ ଖୁସି ଅନୁଭବ କରେ। ରୋହନ ର ବାପା ଙ୍କ କଥା ମନେପକାଇ ରୋହିଣୀ ଦୁଃଖୀ ହୁଏ।