Asha
26 Views
Dec 31 1969
00:21:58
5

ଆଶା ଆଦି କୁ ସାହସ ଦେବା ପରେ ଆଦି କାଠଗଡା କୁ ଆସେ।ଓକିଲ ପ୍ରଥମ ପ୍ରଶ୍ନ ରେ ଆଦି କାନ୍ଦିବା ଆରମ୍ଭ କରେ।ଏହା ଦେଖି ଆଶା ପ୍ରକାଶ ଅନନ୍ୟା ବହୁତ ଡରି ଯାଆନ୍ତି।ଏତିକିବେଳେ ପୋଲିସ ଆସି ଖବର ଦିଏ ସେ drug pedller ଖସି କି ପୋଲିସ van ରୁ ପଳେଛି।ଓକିଲ ଏବେ ବାରମ୍ବାର ଆଦି କୁ ପ୍ରଶ୍ନ କରେ ସେତେବେଳେ ଆଶା ସବୁ ଦୋଷ ନିଜ ଉପରକୁ ନେଇନିଏ।ଏପଟେ ସମର ଆଶା ପାଇଁ ଓକିଲ ନେଇ ଆସିଥାଏ।ଯେତେବଳେ ଆଶା କୁ ଜେରା କରିବାକୁ ଆରମ୍ଭ ହୁଏ ସମର ର ଓକିଲ ଆଶା ପକ୍ଷରୁ ଲଢ଼େ।ଏ କେସ ରେ ଆଶା କଣ ଆଦି କୁ ବଞ୍ଚେଇପାରିବ?
Share