ଅନନ୍ୟା ଓ ରୋହନ ର ବିବାହ କୁ ନେଇ, ପ୍ରକାଶ ର ମତ ଶୁଣିବା ପରେ ରୋହିଣୀ ରାଗିଯାଏ।ଶୀଲା କୁ ଘରୁ ବାହାର କରିବା ଓ ଏହି ବିବାହ ପାଇଁ ମତ ଦେବାକୁ ପ୍ରକାଶ କୁ ସମସ୍ତ ଙ୍କ ଆଗରେ 48ଘଣ୍ଟା ସମୟ ଦିଏ।