ଅଫିସ ରେ ପହଞ୍ଚି ଅଜୟ, ଶୀଲା କୁ ନିଜ ମାଲିକ ଭାବେ ଦେଖି ଆଶ୍ଚର୍ଯ୍ୟ ହୁଏ ଓ ତାର କଥା ରୁ ଜାଣିବାକୁ ପାଏ, ସେ ଶୀଲା ଷଡ଼ଯନ୍ତ୍ର ରେ ଫସି ଯାଇଛି। ଦିଲ୍ଲୀପ ର ଅନନ୍ୟା ପ୍ରତି ସ୍ନେହ ଦେଖି ଆଶା ଆଖିରେ ଖୁସିର ଲୁହ ଆସିଯାଏ।