ଶୀଲା ର ଅବସ୍ଥା ଦେଖି ଆଶୁତୋଷ ରାଗିଯାଏ। ପରିବାର ର ନିତୀ ନିୟମ ଅନୁସାରେ ଅତିଥି ସହ ଏମିତି ବ୍ୟବହାର ପାଇଁ ସମସ୍ତ ଙ୍କ ଉପରେ ଚିତ୍କାର କରେ ଓ ଶୀଲା,ଆଶା ର ଦାୟିତ୍ଵ କହେ।ଶୀଲା ଖୁସି ହୁଏ ଓ ଆଶାକ ବିରୁଦ୍ଧରେ ନିଜକୁ ପୁନଃ ପ୍ରସ୍ତୁତ କରେ।