Asha
27 Views
Dec 31 1969
00:23:02
5

ଆଶା ଘରଛାଡି ଯିବା ଖବର ପାଇବା ପରେ ହିଁ ପ୍ରକାଶ ସେ ଘରକୁ ଯିବା ଠିକ୍ ହେବ ବୋଲି ଶୀଲା ପ୍ରକାଶ କୁ କହେ। ପ୍ରକାଶ କୁ ଘରକୁ ଫେରାଇ ଆଣିବା ରେ ଅସମର୍ଥ ହୋଇ ଆଶା ଦିଲ୍ଲୀପ ସହ ଘରକୁ ଫେରିଥିବାରୁ ଭୋଳାନାଥ ରାଗିଯାଏ ଓ ଆଶା ଘରଛାଡି ଚାଲିଯିବା ପାଇଁ ବାହାରେ।
Share