ଆଶା କୁ ଶୀଲା ଠାରୁ ଦୂରେଇ ରଖିଥିବା କୁ ଶୀଲା ସହ୍ୟ ନକରିପାରି ଘର ଭିତରେ ପାଗଳୀ ଙ୍କ ପରି ଉତ୍ପାତ କରୁଥାଏ। ଅଙ୍କିତା ଯାଇ ପ୍ରକାଶ ଓ ଆଶା ବନ୍ଦ ଥିବା ରୁମ ର କବାଟ ଖୋଲିଦିଏ। ଆଶା ଓ ପ୍ରକାଶ ତଳକୁ ଆସୁଥିବା ବେଳେ,ଶୀଲା ର ଉତ୍ପାତ କୁ ସହ୍ୟ ନକରିପାରି ମନୋରମା ତାକୁ ଶକ୍ତ ଚାପୁଡ଼ା ଦିଅନ୍ତି।