ସମର କୁ ନେଇ ଆଶା ଉପରେ ପ୍ରକାଶ ଲଗାଉ ଥିବା କଳଙ୍କ କୁ ସହିନପାରି ଆଶା, ପିଲାବେଳେ ଘର ପାଖରେ ରହୁଥିଲା ସମୟରୁ ସେ ସୋମୁଭାଇ କୁ ଜାଣିଥିବା କହେ। ହେଲେ ପ୍ରକାଶ ଏ ସବୁ କୁ ଖଣ୍ଡନ କରି ଆଶା କୁ ଘରୁ ବାହାରି ଯିବା ପାଇଁ କୁହେ।